Subscribe
URL of the page has been copied to clipboard.
Meaning : ଛୋଟ ବଣ ବା ଜଙ୍ଗଲ
Example : ଆମ ଗାଁ ବାହାରେ ଗୋଟିଏ ଉପବନ ଅଛି
Translation in other languages :हिन्दी English
छोटा वन या जंगल।
A small growth of trees without underbrush.
Meaning : କୌଣସି ବଗିଚାରେ ଲଗାଯାଉଥିବା ଫୁଲ,ଫଳ ବା ବନସ୍ପତି
Example : ମାଳୀ ଗୋଟିଏ ନୂଆ ଫୁଲ ବଗିଚା ତିଆରି କରୁଛି
Synonyms : ଉଦ୍ୟାନ, ବଗିଚା, ବାଟିକା
किसी बगीचे में उगाए जानेवाले फूल या फल या वनस्पतियाँ।
The flowers or vegetables or fruits or herbs that are cultivated in a garden.
Meaning : ଯେଉଁ ସ୍ଥାନରେ ଫଳ, ଫୁଲପୂର୍ଣ୍ଣ ସୁନ୍ଦର ସୁନ୍ଦର ଛୋଟ, ବଡ଼ ଗଛଆଦି ଲଗାଯାଇଛି
Example : ପିଲାମାନେ ବଗିଚାରୁ ପିଜୁଳି ତୋଳୁଥିଲେ
Synonyms : ଉଦ୍ୟାନ, ବଗିଚା, ବାଟିକା, ବାଡ଼ି
वह स्थान जहाँ फल-फूलदार या सुन्दर पौधों, वृक्षों आदि को लगाया गया हो।
A plot of ground where plants are cultivated.
Install App