Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଉପପାଦ୍ୟ from ଓଡ଼ିଆ dictionary with examples, synonyms and antonyms.

ଉପପାଦ୍ୟ   ବିଶେଷଣ

Meaning : ଯାହା ସ୍ୱୟଂସିଦ୍ଧ ନୁହେଁ,ପରନ୍ତୁ ଯାହାକୁ ତର୍କ ବା ପ୍ରମାଣଦ୍ୱାରା ସିଦ୍ଧ କରିବାର ଆବଶ୍ୟକତା ଅଛି

Example : ଏହି ସିଦ୍ଧାନ୍ତ ପ୍ରାମାଣ୍ୟ ଅଟେ,ଦୟାକରି ଏହାକୁ ପ୍ରମାଣିତ କରିବା ପାଇଁ ଆପଣ କୌଣସି ତର୍କ ଦିଅନ୍ତୁ

Synonyms : ତର୍କ ସାପେକ୍ଷ, ପ୍ରମାଣ ସାପେକ୍ଷ, ପ୍ରାମାଣ୍ୟ


Translation in other languages :

जो स्वयंसिद्ध न हो, बल्कि जिसे तर्क या प्रमाण से सिद्ध करना आवश्यक हो।

यह सिद्धांत उपपाद्य है, कृपया इसको सिद्ध करने के लिए आप कोई तर्क दीजिए।
उपपाद्य

Meaning : ଯାହା ସିଦ୍ଧ କରିବାକୁ ଅଛି

Example : ଗଣିତଜ୍ଞ ପ୍ରମେୟ ସୂତ୍ରଗୁଡ଼ିକୁ ବୁଝାଇଲେ

Synonyms : ପ୍ରମାଣସାଧ୍ୟ, ପ୍ରମେୟ, ପ୍ରାମାଣ୍ୟ


Translation in other languages :

जो सिद्ध करने को हो।

गणितज्ञ ने प्रमेय सूत्रों को समझाया।
प्रमेय