Subscribe
URL of the page has been copied to clipboard.
Meaning : ନିଜପ୍ରତି ହୋଇଥିବା ଉପକାର ମାନିବାବାଲା
Example : ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ମୋତେ ଜେଲ୍ ଯିବାରୁ ବଞ୍ଚେଇଦେଲେ
Synonyms : ଅନୁଗୃହୀତ, କୃତଜ୍ଞ
Translation in other languages :हिन्दी English
अपने साथ किया हुआ उपकार माननेवाला।
Feeling or showing gratitude.
Meaning : ଯାହା ଉପରେ କୃପା କରାଯାଇଛି
Example : ଅନୁଗୃହୀତ ବ୍ୟକ୍ତି ଖୁସିରେ ନିଜକୁ ନିୟନ୍ତ୍ରଣ କରି ପାରିଲେନାହିଁ
Synonyms : ଅନୁଗୃହୀତ
जिस पर कृपा की गयी हो।
Owing gratitude or recognition to another for help or favors etc.
Install App