Meaning : ଚାଳିଶ ମାତ୍ରାର ଗୋଟିଏ ଛନ୍ଦ
Example :
ଉଦ୍ଧତ ଛନ୍ଦରେ ପ୍ରତି ଦଶ ମାତ୍ରା ପରେ ବିରାମ ହୁଏ
Synonyms : ଉଦ୍ଧତ ଛନ୍ଦ
Translation in other languages :
Meaning : ଯାହାର ଦଣ୍ଡର ଭୟ ନାହିଁ
Example :
ସେ ବହୁତ ଉଦ୍ଦଣ୍ଡ ପିଲା
Synonyms : ଉଛୃଙ୍ଖଳ, ଉଦ୍ଦଣ୍ଡ, ଦୁଷ୍ଟ
Translation in other languages :
Stubbornly resistant to authority or control.
A fractious animal that would not submit to the harness.Meaning : ଔଦ୍ଧତ୍ୟ ଦେଖାଉଥିବା
Example :
ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
Translation in other languages :
Having or showing feelings of unwarranted importance out of overbearing pride.
An arrogant official.Meaning : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
Example :
ରାମୁ ଜଣେ ଉଦ୍ଧତ ବାଳକ
Translation in other languages :
Showing lack of due respect or veneration.
Irreverent scholars mocking sacred things.