Meaning : ଉତ୍ସାହ ନ ହେବା ଅବସ୍ଥା ବା ଭାବ
Example :
ଉତ୍ସାହହୀନତା କାରଣରୁ ମୁଁ ଏହି କାମ କରିପାରିଲି ନାହିଁ
Synonyms : ଅବସନ୍ନତା, ଅବସାଦ, ଉଲ୍ଲାସହୀନତା
Translation in other languages :
उत्साह न होने की अवस्था या भाव।
उत्साहहीनता के कारण मैं यह काम नहीं कर सका।