Meaning : ଯାହା ନଷ୍ଟ ହୋଇଯାଇଛି
Example :
ଭୂମିକମ୍ପରେ ତାହାର ସବୁକିଛି ଉଚ୍ଛନ୍ନ ହୋଇଗଲା ଆଜିର କିଛି ନେତା ଦେଶକୁ ଉଚ୍ଛନ୍ନ କରିଦେଉଛନ୍ତି
Synonyms : ଧ୍ୱଂସ
Translation in other languages :
जिसका नाश हो गया हो।
भूकंप में उसका सबकुछ नष्ट हो गया।