Subscribe
URL of the page has been copied to clipboard.
Meaning : ସମ୍ମୁଖ ବା ମୁଁହରେ କୁହାଯାଇଥିବା
Example : ତାଙ୍କର ଉଚ୍ଚାରିତ କଥା ଏ ପର୍ଯ୍ୟନ୍ତ ମୋ କାନରେ ଅନୁରଣିତ ହେଉଛି
Synonyms : ଅଭିଶବ୍ଦିତ, ଶବ୍ଦାୟିତ
Translation in other languages :हिन्दी
सम्मुख या मुँह पर कहा हुआ।
Meaning : ଯାହାର ଉଚ୍ଚାରଣ ହୋଇଛି
Example : ଉଚ୍ଚାରିତ ଏବଂ ଲିଖିତ ଭାଷା ଏକ ପ୍ରକାର ନୁହେଁ
Synonyms : ଅଭିବ୍ୟଞ୍ଜିତ, କଥିତ
जिसका उच्चारण हुआ हो।
Install App