Meaning : କୌଣସି ବସ୍ତୁ, ସ୍ଥାନଆଦିର ଉପର ଭାଗ
Example :
ବଢ଼ି ଦାଉରୁ ରକ୍ଷା ପାଇବାପାଇଁ ସେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ନିଜର କୁଡ଼ିଆ ତିଆରି କଲା
Synonyms : ଉଚ୍ଚଭାଗ, ଉପରିଭାଗ, ଢିପ, ଶିଖରଭାଗ, ଶିରୋଭାଗ, ଶୀର୍ଷ, ଶୀର୍ଷସ୍ଥାନ
Translation in other languages :
किसी वस्तु, स्थान आदि के ऊपर का भाग।
उसने बाढ़ से बचने के लिए गाँव के सबसे ऊपरी भाग में अपनी कुटिया बनाई।The upper part of anything.
The mower cuts off the tops of the grass.