Meaning : ନିଜ ସମ୍ପତ୍ତିର ବିଭାଗ ଓ ପରିଚାଳନା ସମ୍ବନ୍ଧୀୟ ବ୍ୟବସ୍ଥା
Example :
ସେ ତାଙ୍କ ଉଇଲ୍ରେ ତାଙ୍କ ଝିଅଙ୍କୁ କିଛି ଦେଲେନାହିଁ
Synonyms : ଇଚ୍ଛାପତ୍ର
Translation in other languages :
Meaning : ଯେଉଁ ପତ୍ରରେ ଉତ୍ତରାଧିକାର ସୂତ୍ରର ସମସ୍ତ ସର୍ତ୍ତ ଲେଖାଥାଏ
Example :
ଅଜା ଓକିଲଦ୍ୱାରା ଇଚ୍ଛାପତ୍ର ଲେଖୁଥିଲେ
Synonyms : ଇଚ୍ଛା ପତ୍ର, ଓକିଲାତିନାମା
Translation in other languages :
वह लेख या पत्र जिसमें वसीयत की सब शर्तें लिखी हों।
दादाजी वकील से अपना वसीयतनामा लिखवा रहे हैं।