Meaning : ଦକ୍ଷଙ୍କର ଜଣେ କନ୍ୟା
Example :
କଶ୍ୟପ ଋଷିଙ୍କ ସହିତ ଇଡାଙ୍କ ବିବାହ ହୋଇଥିଲା
Translation in other languages :
An imaginary being of myth or fable.
mythical beingMeaning : ଯଜ୍ଞରେ ଦିଆଯାଉଥିବା ଗୋଟିଏ ବିଶେଷ ପ୍ରକାରର ଆହୁତି
Example :
ପ୍ରୟାଜା ଏବଂ ଅନୁୟାଜାଙ୍କ ମଝିରେ ଇଡା ଦିଆଯାଏ
Translation in other languages :
Meaning : ବୈବସ୍ବତ ମନୁଙ୍କ ଦ୍ବିତୀୟ ପତ୍ନୀ
Example :
ପୁରାଣମାନଙ୍କରେ ଇଡାଙ୍କ ବର୍ଣ୍ଣନା ମିଳେ
Translation in other languages :
An imaginary being of myth or fable.
mythical beingMeaning : ଗୋଟିଏ ଯଜ୍ଞପାତ୍ର
Example :
ପଣ୍ଡିତ ମହାଶୟ ଇଡାରେ ଆହୁତି ଦେବାକୁ ଯଜମାନଙ୍କୁ କହିଲେ
Translation in other languages :