Meaning : କୌଣସି ବସ୍ତୁ ବା ଜୀବ କ୍ରିୟାଶୀଳ ରହିବାର ସମୟ ସୀମା
Example :
ଅଧିକାଂଶ ବିଦ୍ୟୁତ ଉପକରଣଗୁଡ଼ିକର ସମୟ ସୀମା କମ୍ ହୋଇଥାଏ
Translation in other languages :
Meaning : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
Example :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
Synonyms : ଆୟୁ କାଳ, ଇହକାଳ, ଜୀବନ, ଜୀବନକାଳ, ବୟସ
Translation in other languages :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।Meaning : ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
Example :
ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ
Translation in other languages :