Meaning : ଶକ୍ତି ବା ବଳ ଦ୍ୱାରା ନିଜ ଅଧିକାରକୁ ନେବା
Example :
ସେନା ଦୁର୍ଗକୁ କାବୁ କରିନେଲେ
Synonyms : ଅକ୍ତିଆର କରିବା, ଅଧିକାର କରିନେବା, କବ୍ଜା କରିବା, କାବୁ କରିବା
Translation in other languages :
शक्ति या बल द्वारा अपने अधिकार में लेना।
सेना ने किले पर कब्जा किया।Meaning : କୌଣସି ମନୋବେଗକୁ ରୋକିବା
Example :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
Synonyms : ସଂଯତ କରିବା, ସମ୍ଭାଳିବା, ସହିବା, ସ୍ଥିର ରହିବା
Translation in other languages :