Meaning : ମାନବ ନିର୍ମିତ ମାଟି ବା ପଥରର ଏକ ଲମ୍ବା କାନ୍ଥ ଯାହା ପାଣିକୁ ଅଟକାଇବା ବା କୌଣସି ସଡକର ସୁରକ୍ଷା ବା ସହାୟତାପାଇଁ ତିଆରି ହୋଇଥାଏ
Example :
ପାଣିକୁ ବାନ୍ଧି ରଖିବାପାଇଁ ଜଳାଶୟର ଏକପାର୍ଶ୍ୱରେ ଆଡ଼ିବନ୍ଧ ତିଆରି କରାଯାଇଛି
Synonyms : ଆଡ଼ିବଂଧ, ତଟବଂଧ, ତଟବନ୍ଧ
Translation in other languages :
A long artificial mound of stone or earth. Built to hold back water or to support a road or as protection.
embankment