Subscribe
URL of the page has been copied to clipboard.
Meaning : ଗ୍ରନ୍ଥ,ପୁସ୍ତକଆଦିର ଖଣ୍ଡ ବା ବିଭାଗ ଯେଉଁଥିରେ କୌଣସି ବିଷୟ ବା ତା’ର ବିଶେଷ ଅଂଶର ବିବେଚନା ହୋଇଥାଏ
Example : ଆଜି ପ୍ରବଚନ ଦେବାସମୟରେ ମହାତ୍ମାଜୀ ଗୀତାର ପଞ୍ଚମଅଧ୍ୟାୟର ବ୍ୟାଖ୍ୟାକଲେ
Synonyms : ଅଧ୍ୟାୟ, ଅନୁଚ୍ଛେଦ, ପରିଚ୍ଛେଦ, ପାଠ
Translation in other languages :हिन्दी
ग्रन्थ, पुस्तक आदि का खंड या विभाग जिसमें किसी विषय या उसके विशेष अंग का विवेचन हो।
Meaning : ଦୁଖୀ ବ୍ୟକ୍ତିକୁ ଧୈର୍ଯ୍ୟ ଦେବାର କ୍ରିୟା ବା ଭାବ
Example : ଘରୁ ଚୋରି ହୋଇଯିବାପରେ ସବୁ ଆଗନ୍ତୁକ ମହାଜନକୁ ସାଂତ୍ୱନା ଦେଉଥିଲେ
Synonyms : ଆଶ୍ୱାସନା, ସାନ୍ତ୍ୱନା
दुखी व्यक्ति को धीरज देने की क्रिया या भाव।
Install App