Meaning : ଦଶନାମୀ ସନ୍ୟାସୀଙ୍କମଧ୍ୟରୁ ଗୋଟିଏ
Example :
ଆଶ୍ରମ ସଂନ୍ୟାସୀ ଦ୍ୱାରିକାରେ ରହୁଥିଲେ
Synonyms : ଆଶ୍ରମ ସଂନ୍ୟାସୀ
Translation in other languages :
Meaning : ହିନ୍ଦୁମାନଙ୍କ ଜୀବନର ଚାରି ଅବସ୍ଥା-ବ୍ରହ୍ମଚର୍ଯ୍ୟ,ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ୟାସ
Example :
ବୈଦିକ ଯୁଗରେ ଆଶ୍ରମ ବ୍ୟବସ୍ଥା ପ୍ରଚଳିତ ଥିଲା
Translation in other languages :
Meaning : ସାଧୁ-ସନ୍ଥ ରହିବା ସ୍ଥାନ
Example :
ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
Translation in other languages :
The residence of a religious community.
monastery