Meaning : ନିର୍ବାକ୍ ଦୃଷ୍ଟିରେ ଦେଖିବା କ୍ରିୟା
Example :
ଗାଁରୁ ପ୍ରଥମଥର ସହରକୁ ଆସିଥିବା ମଙ୍ଗଳା ସବୁକିଛିକୁ ଡବଡବ ଚାହାଣିରେ ଦେଖୁଥିଲା
Synonyms : ଡବଡବ ଆଖି, ଡବଡବ ଚାହାଣି, ନିର୍ବାକ ଚାହାଣି, ଫଡ଼ାଫଡ଼ା ଆଖି, ବିସ୍ଫାରିତ ଚକ୍ଷୁ
Translation in other languages :