Meaning : ଦେବତା ବା ଭଗବାନଙ୍କ ମୁଖ ଚତୁର୍ଦିଗରେ ବ୍ୟାପ୍ତ ଏକ ଆଲୋକିତ ମଣ୍ଡଳ ଯାହ ଚିତ୍ର ବା ମୂର୍ତ୍ତିଗୁଡ଼ିକରେ ଦେଖାଯାଏ
Example :
ସଧାରଣ ମନୁଷ୍ୟଙ୍କର ଆଲୋକମଣ୍ଡଳର ଦୀପ୍ତି କ୍ଷୀଣ ହୋଇଥିବାରୁ ଦେଖାଯାଏ ନାହିଁ
Synonyms : ଆଭାମଣ୍ଡଳ, ପ୍ରଭାମଣ୍ଡଳ
Translation in other languages :