Meaning : ଯାହାର ଦୋଷାରୋପ କରାଯାଇଛି (ଅପରାଧ)
Example :
ତା ଉପରେ ଆରୋପିତ ଦୋଷାପରାଧ ମିଛ ଥିଲା
Translation in other languages :
Meaning : ଲଗାଯାଇଥିବା ବା ରୋପଣ କରାଯାଇଥିବା
Example :
ସବୁ ରୋପିତ ଗଛ ବଞ୍ଚିଗଲା
Synonyms : ରୋପାଯାଇଥିବା, ରୋପିତ, ଲଗାଯାଇଥିବା
Translation in other languages :
Set in the soil for growth.
planted