Meaning : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
Example :
ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
Synonyms : ଅୟମାରମ୍ଭ, ଆଦି, ପ୍ରାରମ୍ଭ
Translation in other languages :
An event that is a beginning. A first part or stage of subsequent events.
inception, origin, originationMeaning : କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା
Example :
ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା
Translation in other languages :
Meaning : କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
Example :
ସେ ଅନୁଷ୍ଠାନର ପ୍ରାରମ୍ଭିକ ପ୍ରସ୍ତୁତିରେ ଲାଗିଛି ଏ ପରିଯୋଜନାଟି ଏବେ ପ୍ରାରମ୍ଭିକ ଅବସ୍ଥାରେ ରହିଛି
Synonyms : ଅଦ୍ୟ, ଆଦ୍ୟ, ପ୍ରାଥମିକ, ପ୍ରାରମ୍ଭିକ
Translation in other languages :
First or beginning.
The memorable opening bars of Beethoven's Fifth.