Meaning : ଗୋଲ ବା ପାନ ଆକାରର ତିଆରି ହୋଇଥିବା ଜରିପକା ପଙ୍ଖା ଯାହା ଉପରେ ସୂର୍ଯ୍ୟ ଚିହ୍ନ ଥାଏ ଏବଂ ଯେ ବରଯାତ୍ରୀ, ଶୋଭାଯାତ୍ରା ଆଦିରେ ପତାକା ଧରି ଆଗେଆଗେ ଚାଲେ
Example :
ରାଜାଙ୍କ ଶୋଭାଯାତ୍ରା ଆଗରେ ଏକ ସିପାହୀ ଆଫତାବୀ ଧରି ଚାଲୁଥିଲା
Translation in other languages :