Meaning : ବହୁ ତାଲାବିଶିଷ୍ଟ ଅଟ୍ଟାଳିକା ବା ଯେଉଁ ଅଟ୍ଟାଳିକା ବହୁଭାଗରେ ବିଭକ୍ତ
Example :
ମୁମ୍ବାଇରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ଭରପୂର
Synonyms : ବହୁ ତଳ ବିଶିଷ୍ଟ ଅଟ୍ଟାଳିକା
Translation in other languages :
कई खंडों में बँटा भवन या वह भवन जिसमें कई खंड हों।
मुम्बई में बहुमंजिली इमारतों की भरमार है।Meaning : ବହୁତଳ ପ୍ରାସାଦର କୌଣସି ତାଲାରେ ବିଶେଷ ରୂପେ ନିର୍ମିତ କିଛିଘରରୁ ଗୋଟିଏ ଘର ଯେଉଁଥିରେ ଏକରୁ ଅଧିକ କୋଠରିଥାଏ
Example :
ମୋର ଆପାର୍ଟମେଣ୍ଟ ଦ୍ବିତୀୟ ମହଲାରେ ରହିଛି
Synonyms : ଆପାର୍ଟମେଂଟ, ଫ୍ଳାଟ୍