Meaning : ଆନ୍ଦୋଳନ କରିବା ନିମନ୍ତେ ପ୍ରଯତ୍ନ
Example :
ସରକାରଙ୍କଦ୍ୱାରା ଆଖୁ କାରଖନା ବନ୍ଦ କରିବା ଆଦେଶ ଜାରୀ କରାଯିବାରୁ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ
Translation in other languages :
A series of actions advancing a principle or tending toward a particular end.
He supported populist campaigns.Meaning : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
Example :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
Synonyms : ଉପଦ୍ରବ, ଦମନ, ବିଦ୍ରୋହ, ବିପ୍ଳବ, ବିରୋଧ
Translation in other languages :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingMeaning : ଲୋକମାନଙ୍କର ଯେଉଁ ସମୂହ କିଛି ବିଶେଷ ଲକ୍ଷ୍ୟପ୍ରାପ୍ତିପାଇଁ ଏକସଙ୍ଗେ ପ୍ରଯତ୍ନଶୀଳ
Example :
ଏହି ଆନ୍ଦୋଳନ ନିଜ ଦାବିକୁ ନେଇ କୌଣସି ଆପୋଷ ସମାଧାନ କରିବନାହିଁ
Translation in other languages :
A group of people with a common ideology who try together to achieve certain general goals.
He was a charter member of the movement.Meaning : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
Example :
ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
Synonyms : ଅଭିଯାନ
Translation in other languages :
A series of actions advancing a principle or tending toward a particular end.
He supported populist campaigns.Meaning : ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
Example :
ପରସ୍ପର ବିରୋଧୀ ଭାବ କାରଣରୁ ତା ମନରେ ଆନ୍ଦୋଳନ ହେଉଛି
Translation in other languages :
A mental state of extreme emotional disturbance.
agitation