Meaning : କୌଣସି କାମପାଇଁ ନିଜକୁ ବଳିଦାନ ଦେବାର ପ୍ରକ୍ରିୟା
Example :
ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା
Synonyms : ଆତ୍ମବଳି
Translation in other languages :
किसी कार्य के लिए अपने आप को बलिदान कर देने की क्रिया।
भारत को स्वतंत्र कराने के लिए कई नेताओं को आत्मबलिदान देना पड़ा।Acting with less concern for yourself than for the success of the joint activity.
self-sacrifice, selflessnessMeaning : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା
Example :
ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ
Synonyms : ଆତ୍ମବଳି, ପ୍ରାଣତ୍ୟାଗ, ପ୍ରାଣବଳି
Translation in other languages :
Acting with less concern for yourself than for the success of the joint activity.
self-sacrifice, selflessness