Meaning : ଆତିଥ୍ୟ କରିବା ବ୍ୟକ୍ତି ବା ଯାହା ପାଖକୁ ଅତିଥି ଆସନ୍ତି
Example :
ଆତିଥ୍ୟ ପ୍ରଦାନକାରୀର ଆତିଥ୍ୟରେ ସମସ୍ତେ ଖୁସି ଥିଲେ
Synonyms : ଅତିଥିସେବକ, ଆତିଥ୍ୟ ପ୍ରଦାନକାରୀ
Translation in other languages :
A person who invites guests to a social event (such as a party in his or her own home) and who is responsible for them while they are there.
host