Meaning : ଚୌଡ଼ା ମୁହଁ ଥିବା ଏକ ପ୍ରକାର ମାଟି ବାସନ
Example :
ଆଟିକାରେ ଦୁଧ-ଦହି ରଖାଯାଏ
Translation in other languages :
Meaning : ଦହି ବସାଯାଉଥିବା ମାଟି ପାତ୍ର
Example :
ମମତା ଦହି ବସାଇବାପାଇଁ ଆଟିକାରେ କ୍ଷୀର ରଖିଛି
Meaning : ଛୋଟ ହାଣ୍ଡି
Example :
ମାଆ ଛୋଟ ହାଣ୍ଡିରେ ଦହି ବସାଇଛନ୍ତି
Synonyms : ଛୋଟ ହାଣ୍ଡି, ଠେକି
Translation in other languages :