Meaning : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
Example :
ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
Translation in other languages :
Meaning : ଗୋଟିଏ ଆଞ୍ଜୁଳାରେ ଅଣା ଯାଉଥିବା ମାତ୍ରା
Example :
ସେ ଭିକାରୀ ଥଳିରେ ଏକ ଆଞ୍ଜୁଳା ଚାଉଳ ଦେଇଦେଲେ
Translation in other languages :