Meaning : ଜୀବନର ଆରମ୍ଭରୁ ଶେଷ ସମୟ ପର୍ଯ୍ୟନ୍ତ
Example :
ଗାନ୍ଧିଜୀ ଆଜୀବନ ସମାଜସେବା କରୁଥିଲେ
Synonyms : ସାରାଜୀବନ
Translation in other languages :
जीवन के आरम्भ से लेकर अंतिम समय तक।
गाँधीजी जीवनपर्यन्त समाज सेवा करते रहे।Meaning : ଶେଷ ସମୟ ପର୍ଯ୍ୟନ୍ତ
Example :
ଗାନ୍ଧିଜୀ ଶେଷଜୀବନ ପର୍ଯ୍ୟନ୍ତ ସଦାଚାର ପାଳନ କରୁଥିଲେ
Synonyms : ଅନ୍ତିମଜୀବନ, ଶେଷଜୀବନ