Subscribe
URL of the page has been copied to clipboard.
Meaning : ବର୍ତ୍ତମାନ ସମୟକୁ ଦର୍ଶାଉଥିବା ଦିନ
Example : ମୁଁ ଆଜି ଓଡ଼ିଶା ଯିବି
Synonyms : ଅଦ୍ୟ
Translation in other languages :हिन्दी English
वह दिन जो वर्तमान समय को दर्शाता हो।
The day that includes the present moment (as opposed to yesterday or tomorrow).
Meaning : ବିଦ୍ୟମାନ ସମୟ
Example : ବର୍ତ୍ତମାନ କାଳରେ ନାରୀ ସବୁକ୍ଷେତ୍ରରେ ଆଗୁଆ
Synonyms : ଆଧୁନିକ କାଳ, ବର୍ତ୍ତମାନ, ବର୍ତ୍ତମାନ କାଳ
विद्यमान समय।
The present time or age.
Meaning : ଆଜିର ଦିନରେ
Example : ସୀମା ଆଜି ଆସିଥିଲା କି?
वर्तमान दिन में।
On this day as distinct from yesterday or tomorrow.
Install App