Meaning : ବଙ୍କା ହୋଇଥିବା କଣ୍ଟା
Example :
ଲୁଗା ଟାଙ୍ଗିବାପାଇଁ ରୋହନ କାନ୍ଥରେ ଠାଏଠାଏ ବଙ୍କାକଣ୍ଟା ପିଟିଲା
Synonyms : ବଙ୍କାକଣ୍ଟା
Translation in other languages :
Meaning : ଲୁହା ଓ ପିତଳରେ ତିଆରି କଂସାରିର ଏକ ସଜ
Example :
କଂସାରି ଆଙ୍କୁଶୀରେ ଭାଟିରୁ ଭସ୍ମ ବାହାର କରୁଛି
Translation in other languages :