Subscribe
URL of the page has been copied to clipboard.
Meaning : ଯାହାକୁ ଆଘାତ ହୋଇନାହିଁ
Example : ଅନାହତ ଖେଳାଳି ଖେଳ ସମାପ୍ତ ହେବା ପର୍ଯ୍ୟନ୍ତ ସ୍ଥିର ରହିଲେ
Synonyms : ଅନାହତ, ଅପ୍ରତିହତ, ଅବାଧ
Translation in other languages :हिन्दी English
जिसका विघात न हुआ हो।
Not conquered.
Meaning : ଆଘାତ ଲାଗିନଥିବା
Example : ଅନାହତ ମାଈ ବାଛୁରୀ ଶିଘ୍ର ଠିଆ ହୋଇଗଲା
Synonyms : ଅକ୍ଷତ, ଅନାହତ, କ୍ଷତହୀନ
Translation in other languages :हिन्दी
बिना चोट लगा।
Install App