Meaning : ଆଗକୁ ଆସିବାବାଲା ବା ତାହା ସହିତ ସମ୍ବନ୍ଧିତ
Example :
ମୁଁ ଆଗାମୀ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଛି ଆସନ୍ତା ବର୍ଷ ମୁଁ କଠିନ ପରିଶ୍ରମ କରିବି
Synonyms : ଆଗାମୀ, ଆସନ୍ତା, ପରବର୍ତୀ
Translation in other languages :
Of the relatively near future.
The approaching election.