Meaning : ଆଗକୁ ହେବାକୁ ଯାଉଥିବା କଥା ଯାହା ପ୍ରଥମରୁ କେହି କହିଦେଇଅଛି
Example :
ସେ ମହାତ୍ମାଙ୍କର ଭବିଷ୍ୟତବାଣୀ ସତ୍ୟ ପ୍ରମାଣିତ ହୋଇଅଛି
Synonyms : ଭବିଷ୍ୟତବାଣୀ
Translation in other languages :
आगे चलकर होने वाली वह बात जो पहले से ही किसी ने कह दी हो।
उस महात्मा की भविष्यवाणी सत्य साबित हुई।