Meaning : ଆଖିଦ୍ୱାରା କରାଯାଉଥିବା ଭାବଭଙ୍ଗୀ
Example :
ନୃତ୍ୟଆଦିରେ ନଟ ନେତ୍ରମୁଦ୍ରାଦ୍ୱାରା ନିଜର ଭାବ ପ୍ରକଟ କରିଥାଏ
Synonyms : ନେତ୍ରଛଟା, ନେତ୍ରଭଙ୍ଗିମା, ନେତ୍ରମୁଦ୍ରା
Translation in other languages :
आँख द्वारा बनाई जाने वाली भाव-भंगिमा।
नृत्य आदि में नेत्र मुद्रा द्वारा नट अपने भाव प्रकट करते हैं।