Meaning : ଯୁଦ୍ଧ ସମୟରେ ହେଉଥିବା ଶବ୍ଦ
Example :
ଯୁଦ୍ଧନାଦ ଶୁଣୁ ଶୁଣୁହିଁ ସୈନିକ ଶତ୍ରୁଙ୍କ ଉପରକୁ ଡେଇଁ ପଡ଼ିଲେ
Synonyms : ଯୁଦ୍ଧନାଦ, ଯୁଦ୍ଧବାଜଣା, ରଣବାଦ୍ୟ, ରଣଭେରୀ, ସିଂହନାଦ
Translation in other languages :
युद्ध के समय होनेवाली आवाज़।
युद्धनाद सुनते ही सैनिक शत्रु पर टूट पड़े।A yell intended to rally a group of soldiers in battle.
battle cry, rallying cry, war cry, war whoop