Meaning : ଯିଏ ଆକ୍ରମଣ କରେ
Example :
ଆକ୍ରମଣକାରୀ ସୈନିକମାନେ ଦୁର୍ଗକୁ ଦଖଲ କରିନେଲେ
Synonyms : ଆକ୍ରମଣକର୍ତ୍ତା, ଆକ୍ରମଣକାରୀ
Translation in other languages :
जो आक्रमण करे या आक्रमण करनेवाला या आक्रमण को तत्पर।
आक्रमणकारी सैनिकों ने किले पर कब्ज़ा कर लिया।Characteristic of an enemy or one eager to fight.
Aggressive acts against another country.Meaning : ଆକ୍ରମଣ କରିବାବାଲା ବା ଆକ୍ରମଣ ନିମନ୍ତେ ତତ୍ପର
Example :
ସିଂହର ଆକ୍ରମକ ରୂପ ଦେଖି ଶିକାରୀ ଡରି ପଳାଇବାକୁ ଲାଗିଲା
Synonyms : ଆକ୍ରମଣାତ୍ମକ