Meaning : ପତି ବା ପତ୍ନୀଙ୍କ ଆଈ
Example :
ରାମର ଆଈଶାଶୁ ଜଣେ ଧର୍ମନିଷ୍ଠ ମହିଳା ଥିଲେ
Translation in other languages :
Meaning : ସ୍ତ୍ରୀର ଦୃଷ୍ଟିରୁ ତା ସ୍ୱାମୀର ଏବଂ ସ୍ୱାମୀ ଦୃଷ୍ଟିରୁ ତା ସ୍ତ୍ରୀର ଆଈ
Example :
ମନୋହରର ଆଈଶାଶୁ ଏବେ ବି ଜୀବିତ