Meaning : ଯେଉଁ କନାକୁ କୌଣସି ବସ୍ତ୍ର ତଳେ ଲଗାଯାଏ
Example :
ଏହି କୋଟ୍ରେ ଲାଗିଥିବା ଅସ୍ତର ଫାଟିଯାଇଛି
Translation in other languages :
Meaning : ତଳ ରଙ୍ଗ ଉପରେ ପିଆଇ ଦିଆଯାଉଥିବା ରଙ୍ଗ
Example :
ଅସ୍ତରକୁ ଏପରି ଲଗାଅ ଯେପରି ତଳ ରଙ୍ଗ ଲୁଚିଯିବ
Translation in other languages :
Meaning : ପଗଡ଼ି ତଳର କନା
Example :
ଏହି ପଗଡ଼ିର ଅସ୍ତର ରେଶମୀ
Translation in other languages :