Meaning : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା
Example :
ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି
Synonyms : ଆଦାୟ କରିବା
Translation in other languages :
Meaning : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା
Example :
ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ
Synonyms : ଆଦାୟ କରିବା
Meaning : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା
Example :
ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି
Synonyms : ଆଦାୟ କରିବା
Translation in other languages :