Meaning : ଅସହାୟ ହେବାର ଅବସ୍ଥା
Example :
ଭିକାରୀକୁ ଦେଖି ତାର ଅସହାୟତା ବିଷୟରେ ଅନୁମାନ କରିହେଉଥିଲା
Translation in other languages :
The condition of being a child without living parents.
His early orphanage shaped his character as an adult.Meaning : ଅସହାୟ ହେବାର ଅବସ୍ଥା ବା ଭାବ
Example :
ଗରିବ ପିଲାମାନଙ୍କ ଅସହାୟତାରୁ ଲାଭ ଉଠାଇବା ଭଳି କିଛି ଭୁଲ କରିବା ଉଚିତ ନୁହେଁ
Synonyms : ନିଃସହାୟତା, ନିରାଶ୍ରୟତା
Translation in other languages :
असहाय होने की अवस्था या भाव।
गरीब बच्चों की असहायता का लाभ उठाने से कोई नहीं चूकता।Meaning : ନାଚାର ହେବାର ଅବସ୍ଥା ବା ଭାବ
Example :
ବେଳେବେଳେ ନିରୁପାୟତା ଯୋଗୁଁ ଲୋକ ଖରାପ କାମ ବି କରିଥାନ୍ତି
Synonyms : ନାଚାରଭାବ, ନିରୁପାୟତା, ବାଧ୍ୟବାଧକତା
Translation in other languages :
A feeling of being unable to manage.
helplessness