Subscribe
URL of the page has been copied to clipboard.
Meaning : ଯାହାର ସମାଧାନ କରାଯାଇ ନାହିଁ
Example : ଏହା ଏକ ଅସମାଧିତ ମାମଲା
Synonyms : ଅଛିଣ୍ଡା, ଅଛିଡ଼ା, ଅସମାଧିତ, ଅଡ଼ୁଆ, ଝାମେଲା
Translation in other languages :हिन्दी English
जिसका समाधान न किया गया हो।
Not solved.
Meaning : ଯାହା ସମାଧାନ କରିହୁଏ ନାହିଁ
Example : କୁକୁଡ଼ା ପ୍ରଥମେ ଆସିଲା ନା ଅଣ୍ଡା, ଏହା ଏକ ଅସମାହିତ ଜଟିଳ ପ୍ରଶ୍ନ
Synonyms : ଅମୀମାଂସିତ, ଅମୀମାଂସ୍ୟ
जिसे बूझा न जा सके।
Not knowable.
Install App