Meaning : ଘୋଡ଼ା ଚଢ଼ି ଯୁଦ୍ଧ କରୁଥିବା ସୈନିକମାନଙ୍କ ସେନାଦଳ
Example :
ମହାରାଣା ପ୍ରତାପଙ୍କ ଅଶ୍ୱାରୋହୀମାନେ ନଦୀ ନାଳ ପାରି ହୋଇ ଅବିରାମ ଗତିରେ ଆଗେଇ ଚାଲୁଥିଲେ
Synonyms : ଘୋଡ଼ାସବାର
Translation in other languages :
An army unit mounted on horseback.
horse cavalry