Meaning : କାବ୍ୟରେ ଥିବା ଗୋଟିଏ ଦୋଷ
Example :
ତାଙ୍କର ରଚନା ସମୂହ ଅଶ୍ଳୀଳତା ପାଇଁ ବିଶେଷ ରୂପରେ ଜଣାଶୁଣା
Translation in other languages :
Meaning : ଅଶ୍ଳୀଳ ହେବାର ଅବସ୍ଥା ବା ଭାବ
Example :
ଅଶ୍ଳୀଳତା କାରଣରୁ ତା ବହି ଉପରେ ପ୍ରତିବନ୍ଧକ ଲଗାଇ ଦିଆଗଲା
Translation in other languages :
The quality of being indecent.
indecency