Subscribe
URL of the page has been copied to clipboard.
Meaning : ଯାହା ଠିକ୍ ନୁହେଁ
Example : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
Synonyms : ଭୁଲ୍
Translation in other languages :हिन्दी
जो सही न हो।
Meaning : ଯାହାର ଶୋଧନ କରାଯାଇନାହିଁ
Example : ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
Synonyms : ଅପରିଶୋଧିତ, ଅଶୋଧିତ, ଅସଂଶୋଧିତ
Translation in other languages :हिन्दी English
जिसका शोधन न किया गया हो।
Not refined or processed.
Meaning : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
Example : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
Synonyms : ଅପବିତ୍ର, ଅଶୌଚ, ଅସୂଚି, ଦୂଷିତ
जो धर्मानुसार पवित्र न हो।
Not holy because unconsecrated or impure or defiled.
Meaning : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
Example : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
Synonyms : ଅପବିତ୍ର, ଅଶୁଚି, ଅଶୌଚ
Meaning : ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
Example : ଏହା ଅପମିଶ୍ରିତ ଘିଅ
Synonyms : ଅପମିଶ୍ରିତ, ଅବିଶୁଦ୍ଧ
जिसमें मिलावट हो या जो परिशुद्ध न हो या जिसमें खोट हो।
Install App