Subscribe
URL of the page has been copied to clipboard.
Meaning : ଯାହାଙ୍କୁ କୌଣସି ପଦ, ପଦବୀଆଦିରେ ବିଭୂଷିତ କରାଯାଇଛି
Example : ତାଙ୍କୁ ଭାରତ-ଭୂଷଣ ଉପାଧିରେ ଅଂଳଙ୍କୃତ କରାଗଲା
Synonyms : ବିଭୂଷିତ
Translation in other languages :हिन्दी English
जिसे किसी पद, गरिमा आदि से विभूषित किया गया हो।
Provided with something intended to increase its beauty or distinction.
Meaning : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
Example : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
Synonyms : ଅଭିମଣ୍ଡିତ, ଆଭୂଷିତ, ବିଭୂଷିତ, ଭୂଷିତ, ମଣ୍ଡିତ, ସଜ୍ଜିତ
Translation in other languages :हिन्दी
आभूषणों या गहनों से युक्त या अलङ्कृत।
Install App