Meaning : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
Example :
ଖରାଦିନେ ପାଣି ଅଭାବ ହୁଏ
Synonyms : ଅଭାବ, ଅସୁଲଭ, କମ୍, ଦୁର୍ଲ୍ଲଭ
Translation in other languages :
The state of needing something that is absent or unavailable.
There is a serious lack of insight into the problem.Meaning : ଯାହା ପ୍ରାପ୍ତ ହୋଇନାହିଁ
Example :
ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ
Translation in other languages :
Meaning : ଯାହା ଉପଲବ୍ଧ ନୁହେଁ
Example :
ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି
Synonyms : ଅନୁପଲବ୍ଧ, ଅପ୍ରାପ୍ୟ, ଅମିଳ
Translation in other languages :
Not available or accessible or at hand.
Fresh milk was unavailable during the emergency.Meaning : ଯାହାର ମୂଲ୍ୟ କରିହୁଏ ନୁହେଁ
Example :
ମହାପୁରୁଷଙ୍କ ବାଣୀ ଅମୂଲ୍ୟ
Translation in other languages :