Meaning : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
Example :
ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
Synonyms : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
Translation in other languages :
Meaning : ଅଲଗା ବା ପୃଥକ ହୋଇଥିବା ବସ୍ତୁ
Example :
ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
Synonyms : ପୃଥକ
Translation in other languages :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।Meaning : ଅଲଗା ମତ ବା ଅନ୍ତର ହେବା
Example :
ଦୂରେଇ ଛିଡ଼ା ହୁଅ
Translation in other languages :
Meaning : ଗୋଟିଏ ପକ୍ଷ ବା ଦୂର
Example :
ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
Translation in other languages :
Meaning : ଯାହାର ବିଭାଜନ ହୋଇଛି
Example :
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
Synonyms : ବିଭକ୍ତ, ବିଭାଜିତ, ଭେଦିତ
Translation in other languages :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।Meaning : ମିଳି ନ ଥିବା
Example :
ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
Synonyms : ଅମିଶ୍ରିତ
Translation in other languages :