Meaning : ଯାହା ସହିତ ଶତ୍ରୁତା ଅଛି
Example :
ଶତ୍ରୁ ଏବଂ ନିଆଁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ
Translation in other languages :
वह जिससे शत्रुता या वैर हो।
शत्रु और आग को कभी कमजोर नहीं समझना चाहिए।Meaning : କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ଆଦି ମନୁଷ୍ୟର ଛଅଟି ଶତ୍ରୁ
Example :
ଅରାତି ଉପରେ ବିଜୟ ଲାଭ କଲେ ହିଁ ମନୁଷ୍ୟ ଠିକ ଅର୍ଥରେ ଭଗବତ ପ୍ରେମ କରିପାରିବ
Synonyms : ଅରାତି
Translation in other languages :