Meaning : ସୂତା କାଟିବାପାଇଁ କାଠ ତିଆରି ଏକ ଯନ୍ତ୍ର
Example :
ମହାତ୍ମା ଗାନ୍ଧି ନିଜେ ଚରଖା ଚଳାଉଥିଲେ
Synonyms : ଚରଖା
Translation in other languages :
A small domestic spinning machine with a single spindle that is driven by hand or foot.
spinning wheelMeaning : ପୃଥୁଶ୍ରବା ନାମକ ରାଜାଙ୍କର ଜଣେ ମନ୍ତ୍ରୀ
Example :
ଅରଟଙ୍କ ବର୍ଣ୍ଣନା ସ୍ଥାନେସ୍ଥାନେ ମିଳେ
Translation in other languages :