Meaning : ଯେ କୌଣସି କାମର ଯୋଗ୍ୟ ନୁହେଁ
Example :
ତାର ପୁଅ ବଡ଼ ଅଯୋଗ୍ୟ
Translation in other languages :
Meaning : ଯେ ଯୋଗ୍ୟ ନୁହେଁ
Example :
ମ୍ୟାନେଜର ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସଂସ୍ଥାରୁ ବାହାର କରିଦେଲେ
Synonyms : ଅନୁପଯୁକ୍ତ, ଅପଦାର୍ଥ, ଅପାରଗ, ଅସମର୍ଥ
Translation in other languages :
Not meant or adapted for a particular purpose.
A solvent unsuitable for use on wood surfaces.Meaning : ଯାହାର ପ୍ରବେଶ ନାହିଁ ବା ବିନା ପ୍ରବେଶର
Example :
ଅଯୋଗ୍ୟ ବ୍ୟକ୍ତିଙ୍କୁ ଆଜିକାଲି ଚାକିରି କୁଆଡ଼େ ମିଳୁଛି!
Synonyms : ଅସଂପ୍ରାପ୍ୟ, ଅସମ୍ପ୍ରାପ୍ୟ
Translation in other languages :
जिसकी पहुँच न हो या बिना पहुँच का।
असंप्राप्य व्यक्ति को आजकल नौकरी कहाँ मिलती है!।Not influential.
uninfluential