Meaning : ଯାହା ନିର୍ଣ୍ଣୟ ହୋଇନାହିଁ
Example :
ଆଜିର ମେଚ୍ ଅମୀମାଂସିତ ରହିଲା
Synonyms : ଅନିର୍ଣ୍ଣିତ
Translation in other languages :
Meaning : ଯାହା ସମାଧାନ କରିହୁଏ ନାହିଁ
Example :
କୁକୁଡ଼ା ପ୍ରଥମେ ଆସିଲା ନା ଅଣ୍ଡା, ଏହା ଏକ ଅସମାହିତ ଜଟିଳ ପ୍ରଶ୍ନ
Translation in other languages :